Dīnabandhu Ehi Aḻi ŚrīChāmure: Pleading at the Lotus Feet

Plead at the Lotus Feet of Lord Jagannātha – the kind and compassionate Lord – to befriend the downtrodden and distressed.

(As collected from the compositions of Medieval Oḍiā Devotional Poet Vanamāḻi Dāsa, composed in the 18th Century AD; original composition in Oḍiā)


In Oḍiā Script:

ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଶ୍ରୀରଙ୍ଗା ଚରଣ ସେଵାରେ ମୋ ମନ
ରହିଥାଉ ନିରନ୍ତରେ ॥୦॥

ଦାନା କନା ପଛେ ମନା ହେଉ ମୋତେ
ନୀଳଚକ୍ର ବାନା ଚାହିଁ
ସୁଖୀ ହେଉଥିବି ଅଖିଳ ପତି ହେ
ନୀର୍ଦ୍ଦୟ ହୋଇବ ନାହିଁ ॥୧॥

ବାରମାସେ ତେର ଯାତ୍ରା ଦେଖୁଥିବି
ଶ୍ରୀକ୍ଷେତ୍ରେ ହୋଇ ଭିକାରି
ସାଧୁ ସନ୍ଥଙ୍କର ବୋଲାଇ କିଙ୍କର
ମାଗୁଥିବି ମାଧୁକରୀ ॥୨॥

ଆନନ୍ଦ ବଜାରେ ବୁଲି ମୁଁ ମଜାରେ
ଗାଉଥିବି ତୋର ନାମ
ତୋ ପ୍ରେମ ସାଗରେ ବୁଡି ଯାଉଥିବି
ବୋଲି ହରେକୃଷ୍ଣ ନାମ ॥୩॥

ଏଥିପାଇଁ କୁଳ ମୂଳ ହରାଇଛି
ସାଥି କରି ତୋତେ ଏକା
ଦାସ ଵନମାଳୀ ଦୋଷ ନ ଧରିବୁ
ଗୋଵର୍ଦ୍ଧନ ଗିରି ଟେକା ॥୪॥


English Transliteration:

dīnabandhu ehi aḷi śrīchāmure
śrīraṅgā caraṇa sevāre mo mana
rahithāu nirantare ॥0॥

dānā kanā pache manā heu mote
nīḷacakra bānā cāhim̐
sukhī heuthibi akhiḷa pati he
nīrddaẏa hoiba nāhim̐ ॥1॥

bāramāse tera yātrā dekhuthibi
śrīkṣetre hoi bhikāri
sādhu santhaṅkara bolāi kiṅkara
māguthibi mādhukarī ॥2॥

ānanda bajāre buli mum̐ majāre
gāuthibi tora nāma
to prema sāgare buḍi yāuthibi
boli harekṛṣṇa nāma ॥3॥

ethipāim̐ kuḷa mūḷa harāichi
sāthi kari tote ekā
dāsa vanamāḷī doṣa na dharibu
govarddhana giri ṭekā ॥4॥

Share this: