Mote Sehi Rūpa Dekhāa Hari: Show Me That Form, O’ Hari!

Prayer to Hari to show the various forms which He, the Supreme Lord, has taken over the eras to enact His Līḻā (Divine Gameplay) on earth.

(Below is the song as collected from works of Bhakta Kavi Sālabega, composed around 17th Century AD in Oḍiā; transliterated into English Script)


In Oḍiā Script:

ମୋତେ ସେହି ରୂପ ଦେଖାଅ ହରି ।

ଜୟ ଶ୍ରୀ ରାଧେ ରାଧେ
ଡାକେ ବାଂଶରୀ ।
ଯେଉଁ ରୂପେ ବଳିଦ୍ଵାରେ
ହେଲ ଭିକାରୀ ॥୦॥

ତ୍ରିପାଦରେ ଦାନ ନେଇ
ବଳିକି ପାତାଳେ ଥୋଇ ।
ତେଣୁ କରି ଶୁକ୍ରମନ୍ତ୍ରୀ
ନୟନରେ କୁଶ ଭରି ॥୧॥

କୈକେୟୀ ହେଲେ ଭଗାରି
ରାମ ହେଲେ ଵନଚାରୀ
ସଙ୍ଗତେ ସୀତୟା ନାରୀ
ଲକ୍ଷ୍ମଣ ଯା ସେଵାକାରୀ ॥୨॥

ଗୋପେ ଜନମ ହୋଇଲ
ଵନେ ଧେନୁ ଚରାଇଲ ।
ଗୋପାଳପୁଅଙ୍କ ମେଳେ
ନାଚୁଥାଅ ଢଳି ଢଳି ॥୩॥

ଡାହାଣେ ଶ୍ରୀ ହଳପାଣି
ମଧ୍ୟେ ସୁଭଦ୍ରା ଭଉଣୀ ।
ଵାମପାଶେ ବସିଛନ୍ତି
ଶଙ୍ଖଚକ୍ରଗଦାଧାରୀ ॥୪॥

କହେ ସାଲବେଗ ହୀନ
ଜାତିରେ ଅଟେ ଯଵନ ।
କଂସଅଷ୍ଟମଲ୍ଲ ମାରି
କାହାକୁ ନ ଅଛ ତାରି ॥୫॥


English Transliteration:

mote sehi rūpa dekhāa hari ।

jaya śrī rādhe rādhe
ḍāke bāṃśarī ।
yeum̐ rūpe baḻidvāre
hela bhikārī ॥0॥

tripādare dāna nei
baḻiki pātāḻe thoi ।
teṇu kari śukra-mantrī
nayanare kuśa bhari ॥1॥

kaikeyī hele bhagāri
rāma hele vanacārī
saṅgate sītayā nārī
lakṣmaṇa yā sevākārī ॥2॥

gope janama hoila
vane dhenu carāila ।
gopāḻa-puaṅka meḻe
nācuthāa ḍhaḻi ḍhaḻi ॥3॥

ḍāhāṇe śrī haḻapāṇi
madhye subhadrā bhauṇī ।
vāma-pāśe basichanti
śaṅkha-cakra-gadādhārī ॥4॥

kahe sālabega hīna
jātire aṭe yavana ।
kaṃsa-aṣṭa-malla māri
kāhāku na acha tāri ॥5॥

MOTE SEHI ROOPA DEKHAO HARI BY SUBASH DASH ; EDITED BY SUJIT MADHUAL
Share this: