Śrī Rādhā Saṅga Re: Rādhā Kṛṣṇa’s Game of Holī

Song describing the Game of Holī between Rādhā and Kṛṣṇa and the Gopīs (Damsels of Vraja) and Kṛṣṇa, during the famous Festival of Colours. The song is also a description of the Divine Dance of Love between the Jīva (Being) and the Parama (Supreme).

(Below is the song as collected from the works of poet Vanamāḻī Dāsa, composed in the 18th Century AD in Oḍiā; transliterated into English)


In Oḍiā Script:

ଶ୍ରୀ ରାଧା ସଙ୍ଗ ରେ ଶ୍ରୀ ହରି ରଙ୍ଗ ରେ ।
ହୋରି ଖେଳିଲେ ସୁଧା ରେ ॥୦॥

ଶ୍ରୀ ପଦ ଗାନ କରେ ବସନ୍ତ ରାଗ ରେ ।
ବୀଣା ଯନ୍ତ୍ରେ ସୁତାନ ରେ ॥୧॥

ତାତା ଥେଇ ଥେଇ ମୃଦଙ୍ଗ ବାଜଇ ।
ମନ୍ଦର ମଧ୍ୟ ଦୃତ ମାନ ରେ ॥୨॥

ସଙ୍ଗିନୀ ରଙ୍ଗିନୀ ପୁରତେ ରହି ରହି ।
ତୁଙ୍ଗ ବିଦ୍ୟା ନାନା ବାଦ ରେ ॥୩॥

ମୋହିତ କରିବାରେ ଇନ୍ଦୁ ଲେଖା ଚନ୍ଦ୍ର ।
ମୁଖଧାରୀ ନାଚେ ମଧ୍ୟ ରେ ॥୪॥

ଦ୍ୱନ୍ଦ ଦ୍ୱନ୍ଦ ବୃନ୍ଦ ସୁନ୍ଦରୀ ଗୁଞ୍ଜ ରେ ।
ନନ୍ଦ ନନ୍ଦନ ଆଗ ରେ ॥୫॥

ଚୁଆ ଚନ୍ଦନରେ ସୁଗନ୍ଧି ପନ୍ନି ରେ ।
ଅବିର ସଙ୍ଗେ ଗୁଲାଲ ରେ ॥୬॥

କେହୁ ତାଳ ବଳେ କେ ଛଳେ କୁତୁହଳେ ।
ଛଡାଇ ମୋହନ ମୂରଲୀ ରେ ॥୭॥

କହେ ବନମାଳୀ ଅଞ୍ଚଳ ଧରି ।
କେ ଗୋଡାଇ ଧରନ୍ତେ କାହାରେ ॥୮॥


English Transliteration:

śrī rādhā saṅga re śrī hari raṅga re ।
hori kheḻile sudhā re ॥0

śrī pada gāna kare vasanta rāga re ।
vīṇā yantre sutāna re ॥1

tātā thei thei mṛdaṅga bājai ।
mandara madhya dṛta māna re ॥2

saṅginī raṅginī purate rahi rahi ।
tuṅga vidyā nānā vāda re ॥3

mohita karibāre indu lekhā candra ।
mukhadhārī nāce madhya re ॥4

dvanda dvanda vṛnda sundarī guñja re ।
nanda nandana āga re ॥5

cuā candanare sugandhi panni re ।
abira saṅge gulāla re ॥6

kehu tāḻa baḻe ke chaḻe kutuhaḻe ।
chaḍāi mohana mūralī re ॥7

kahe vanamāḻī añcaḻa dhari ।
ke goḍāi dharante kāhāre ॥8


Share this: